Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ଅନଲକ୍‌-୩ରେ ହୋଟେଲ ଓ ହସ୍ପିଟାଲ କାର୍ଯ୍ୟ ଚାଲୁ କରିବାକୁ ଦେଲେ ଅନୁମତି । ରାଜ୍ୟରେ ଅର୍ଥନୈତିକ ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ୍‌-୩ ଗାଇଡଲାଇନ୍‌ ଜାରି କରାଯାଇଛି । ତେବେ ଏଥିରେ ଅଗଷ୍ଟ ୧ରୁ ରାତ୍ରୀ କର୍ଫ୍ୟୁ ଉଠିବାକୁ ନେଇ ନିର୍ଦ୍ଦେଶ ରହିଥିବା ବେଳେ କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ ଜିମ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here