Spread the love

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ୮ଘଣ୍ଟା ପଚରା ଉଚରା ପରେ ରିୟାଙ୍କ ପାଖରେ ରହିଯାଇଥିବା ସୁଶାନ୍ତଙ୍କର ସମ୍ପତ୍ତିକୁ ନେଇ ସେ ଖୁଲାସା କରିଛନ୍ତି । ରିୟା କହିବା ଅନୁଯାୟୀ ,ମୋ ପାଖରେ ଥିବା ସୁଶାନ୍ତଙ୍କର ସମ୍ପତ୍ତି ହେଉଛି, ଗୋଟିଏ କୃତଜ୍ଞତା ନୋଟ୍‌ ଏବଂ ଗୋଟିଏ ପାଣି ବୋତଲ।ସୁଶାନ୍ତଙ୍କର ଏହି ଦୁଇଟି ଜିନିଷ ମୋ ପାଖରେ ଅଛି। ପରେ ସେ ସୋସିଆଲ ମିଡ଼ିଆ ରେ ଏହି ଦୁଇଟି ଜିନିଷ ର ଫୋଟୋ ମଧ୍ୟ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here