Spread the love

ବେରୁଟ୍, ଲେବାନନ୍ : ଗୁରୁବାର ଦିନ ବେରୁଟ୍ ବନ୍ଦରରେ ପୁଣି ଏକ ଭୟଙ୍କର ବିସ୍ପୋରଣ ଘଟିଛି । ଗତମାସେ ତଳେ ଏଠାରେ ଘଟିଥିବା ବଡ ବିସ୍ପୋରଣରେ ସମଗ୍ର ବେରୁଟ ସହର ଦୋହଲି ଯାଇଥିବା ବେଳେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବିସ୍ପୋରଣରେ ସେଠାକାର ସରକାରଙ୍କର ମଧ୍ୟ ପତନ ଘଟିଥିବା ଦେଖିବାକୁ ମିଳିଥିଲା । ପୁଣି ମାସକ ପରେ ବେରୁଟ୍ ବନ୍ଦରରେ ଆଉ ଏକ ବିସ୍ପୋରଣ ଘଟିଛି । ତେବେ କେଉଁ କାରଣରୁ ଏହି ବିସ୍ପୋରଣ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here