Spread the love
ନୂଆଦିଲ୍ଲୀ : ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା କୋଭିସିଲଡର ପରୀକ୍ଷଣ । ଏନେଇ ଆଜି କୋଭିସିଲଡ ସଂପର୍କରେ ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ମିଳିଛି । ବ୍ରିଟେନରେ ଏହାର ପରୀକ୍ଷଣ ବନ୍ଦ ହୋଇଥିଲେ ମଧ୍ୟ ଭାରତରେ ଏହାର ପରୀକ୍ଷଣ ବନ୍ଦ ହେବନାହିଁ । ବ୍ରିଟେନ କାହିଁକି ଏହାର ପରୀକ୍ଷଣ ବନ୍ଦ କଲା ଆମେ ତାହାର ମତାମତ ଦେବାକୁ ଚାହୁଁନୁ।  ହୁଏତ ସେମାନେ ସେଠି କିଛି କାଳ ପାଇଁ ପରୀକ୍ଷଣ ବନ୍ଦ କରିଥାଇପାରନ୍ତି । ଭାରତରେ କିନ୍ତୁ ଟିକା ପରୀକ୍ଷଣ ଚାଲୁ ରହିବ ବୋଲି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here