Spread the love

ଭୁବନେଶ୍ୱର
ମୁଁ ପିସିସି ଦୌଡରେ ନାହିଁ । ଓଡିଶା ପିସିସି ମୁଖ୍ୟ ପରିବର୍ତ୍ତନ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସେମିତି କୌଣସି ନିଷ୍ପତ୍ତି ନେଇ ନାହିଁ । ଗୁଜରାଟ ପିସିସି ପରିବର୍ତ୍ତନ ପରେ ଓଡିଶାରେ ବଦଳିବା ଚର୍ଚ୍ଚା କପୋଳକଳ୍ପିତ । ପିସିସି ସଭାପତି ପାଇଁ ଯେଉଁ ନାଁ ଚର୍ଚ୍ଚା ହେଉଛି ତାହା ମଧ୍ୟ ମନଗଢା । ରାଜ୍ୟ ପିସିସି ମୁଖ୍ୟ ପରିବର୍ତ୍ତନ ବିଷୟରେ ରଞ୍ଜୀବ ବିଶ୍ୱାଳ ନିଜର ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here