Spread the love

ଆବୁଧାବୀ: ଆଇପିଏଲ୍‌ରେ ପ୍ରଥମ ଆମେରୀକୀୟ କ୍ରିକେଟ କେଳାଳିଙ୍କୁ ଏଥର ଦେଖିବାକୁ ମିଳିବ । କେକେଆର୍‌ ଟିମ୍‌ରେ ଅଲ୍ଲୀ ଖାନ୍‌ ନାମକ ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ହାରି ଗୁରନେଙ୍କ ବଦଳରେ ସେ ଆଇପିଏଲ୍‌ ଖେଳିବେ । ତେବେ ଆଇପିଏଲ୍‌ରେ ଏପର୍ୟ୍ୟନ୍ତ ଆମେରୀକାର କୌଣସି ଖେଳାଳି ଖେଳିନଥିଲେ । ପ୍ରଥମ ଆମେରୀକୀୟ ଭାବେ ସେ ଏହି ଗୌରବ ଅର୍ଜନ କରିବେ ।

LEAVE A REPLY

Please enter your comment!
Please enter your name here