Spread the love

ଭୁବନେଶ୍ୱର
ଆଜି ଲୋକାୟୁକ୍ତଙ୍କ ନିକଟରେ ହ।।ଜ ର ହୋଇଛନ୍ତି ତକ୍ରାଳୀନ କ୍ରୟ କମିଟି ମୁଖ୍ୟ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ । ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଦୁହେଁ ହାଜର ହୋଇଛନ୍ତି । ହାଜର ହୋଇ ଫେରିବା ପରେ ହେମନ୍ତ ଶର୍ମା କହିଛନ୍ତି ଯେ ଯାହା କହିହା କଥା ଲୋକାୟୁକ୍ତଙ୍କୁ କହିଛି । ସେସବୁ ବାହାରେ କହିଲେ ଲୋକୟୁକ୍ତଙ୍କ ଅବମାନନା ହେବ । କିନ୍ତୁ ଯାମିନୀ ଷଡଙ୍ଗୀ ଏ ସମ୍ପର୍କରେ କୌଣସି ପ୍ରତି କ୍ରିୟା ରଖିନାହାନ୍ତି । ମାସ୍କ ଓ ପିପିଇ କିଟ ଦୁର୍ନୀତି ନେଇ ରାଜ୍ୟ କଂଗ୍ରେସ ଓ ଓଡିଶା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here