Spread the love

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚରଙ୍କ ସ୍ବାମୀ ଦୀପକ କୋଚରଙ୍କୁ ଟଙ୍କା ହେରଫେର ମାମଲାରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା ।ଆଜି ଦୀପକ କୋଚରଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି ।ତେବେ ଦୀପକ କୋଚରଙ୍କୁ ଦିଲ୍ଲୀସ୍ଥିତ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ଇଡି ଅଧିକାରୀ ମାନେ ସେଲ୍ଫ କ୍ୱାରେଣ୍ଟାଇନରେ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here