Spread the love

ନୂଆଦିଲ୍ଲୀ :ଦେଶରେ ଗତ କିଛି ଦିନଧରି ଭାରତ ଓ ଚୀନ ସୀମା ବିବାଦ ଲାଗି ରହିଛି ।ଆଜି ଭାରତ ଓ ଚୀନ ସୀମା ବିବାଦ ନେଇ ବ୍ରିଗେଡିୟର ସ୍ତରୀୟ ଆଲୋଚନା କରାଯାଇଛି । ପୂର୍ବ ଲଦାଖର ଚୁସୁଲ ଠାରେ ୨ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଛି । ଏଥର ଖୋଲା ଅଞ୍ଚଳରେ ଆଲୋଚନା ଚାଲିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here