Spread the love

ନୂଆଦିଲ୍ଲୀ : ଭାରତ-ଚୀନ ବ୍ରିଗେଡିୟର ସ୍ତରରେ ଆଜି ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ସକାଳ ୧୧ଟାରେ ଲଦାଖର ଚୁସୁଲ ଠାରେ ଏହି ଆଲୋଚନା ହୋଇଛି । ଅପରାହ୍ନ ୩ଟାରେ ଏହି ଆଲୋଚନା ସମାପ୍ତ ହୋଇଥିବା ବେଳେ ଏଥିରେ ଉଭୟ ପକ୍ଷରୁ ବ୍ରିଗେଡିଏରମାନେ ଯୋଗ ଦେଇଥିଲେ । ତେବେ ଆଲୋଚନାର ଫଳ କଣ ହେଲା ତାହା ଜଣାପଡିନାହିଁ । ତେବେ ଆଲୋଚନାକୁ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here