Spread the love

ନୂଆଦିଲ୍ଲୀ: ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଭାରତର ପୂର୍ବତନ ହକି ପ୍ରଶିକ୍ଷକ ମାଇକେଲ୍‌ ନବ୍ସ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୀର୍ଘ ୬ ମାସର ଲଢ଼େଇ ପରେ ନବ୍ସ କର୍କଟ ବିପକ୍ଷରେ ବିଜୟୀ ହୋଇଛନ୍ତି। ଏବେ ସେ କର୍କଟ ରୋଗ ମୁକ୍ତ। ୨୦୧୧ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ ହକି ପ୍ରଶିକ୍ଷକ ଭାବେ ଦାଇତ୍ୱ ବହନ କରିଥିଲେ । ତେବେ ସେ ସିଡ୍‌ନିସ୍ଥିତ ମାକ୍ବାରିଏ ୟୁନିଭରସିଟି ହସ୍‌ପିଟାଲ୍‌ର ୩ ଜଣ ପ୍ରଫେସର ଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ । ସେମାନଙ୍କ ସଫଳ ଚିକିତ୍ସାରେ ସେ ଭଲ ହୋଇ କର୍କଟକୁ ପରାସ୍ତ କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here