Spread the love

ଆସନ୍ତା ଡିସେମ୍ବର ୧୫ ତାରିଖରୁ ଭାରତୀୟ ରେଳବାଇ ବିଭାଗ କମ୍ପ୍ୟୁଟର ପିତ୍ତିକ ପରୀକ୍ଷା ଆରମ୍ଭ କରିବ । ସୂଚନାଯୋଗ୍ୟ ଯେ, ରେଳବାଇରେ ପୂର୍ବରୁ ୧ଲକ୍ଷ ୪୦ ଜହାର ପଦବି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ମୋଟ ୨ କୋଟି ଆବେଦନକାରୀ ଏଥିପାଇଁ ଆବେଦନ କରିଥିଲେ । ତେବେ କୋଭିଡ଼-୧୯ ଆରମ୍ଭ ହେବାପରେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଅନଲକ୍‌ ପକ୍ରିୟା ଏବେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବରରେ ଅନ୍‌ ଲାଇନରେ ସମସ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିବା ବୋର୍ଡର ଅଧ୍ୟକ୍ଷ ଭି.କେ. ଯାଦବ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here