Spread the love

ବନ୍ଧୁ ପାଇଁ ଦିନଟିଏ । ଆଜି ହେଉଛି ବନ୍ଧୁତ୍ୱ ଦିବସ । ସବୁ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଏହି ବନ୍ଧୁତ୍ୱ ଦିବସ ପାଳନ କରାଯାଏ । ତେବେ ପ୍ରକୃତ ସାଙ୍ଗ ସେହି ଯିଏ ଅନ୍ୟସାଙ୍ଗର ସୁଖ ଦୁଃଖର ସାଥି ଭାବେ ସବୁୂବେଳେ ତାପାଖରେ ଛିଡା ହୋଇଥାଏ । ଏହି ଦିନରେ ସାଙ୍ଗମାନେ ପରସ୍ପର ସହ ମିଶି କେଟ କାଟିଥାନ୍ତି । ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି ନିଜର ବନ୍ଧୁତ୍ୱ ଜାହିର କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏହି ଦିନଟି ଫିକା ପଡିଥିବା ଦେଖିବାକୁ ମିଳିଛି । ସେପଟେ ସାମାଜିକ ଦୂରତ୍ୱ ବଜାଇ ରଖି ସାଙ୍ଗମାନେ ଡିଜିଟାଲ ମାଧ୍ୟମରେ ବନ୍ଧୁତ୍ୱ ଦିବସ ପାଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here