Spread the love

ନୂଆଦିଲ୍ଲୀ : ରବିବାର ଦିନ ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର କାର୍ଯ୍ୟସୂଚୀ ବିସିସିଆଇ ଦ୍ବାରା ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୯ ତାରିଖ ଠାରୁ ୟୁଏଇରେ ଏହି ମ୍ୟାଚ ଖେଳାଯିବ । ଶନିବାର ଦିନ ଆବୁଧାବିରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ମଧ୍ୟରେ ଖେଳାଯିବ । ସେଭଳି ଦ୍ବିତୀୟ ମ୍ୟାଚ ସେପ୍ଟେମ୍ବର ୨୦ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ ଓ କିଙ୍ଗସ ଏକ୍ସଆଇ ପଞ୍ଜାବ ଭିତରେ ଖେଳାଯିବ ।ଅନ୍ୟପଟେ ସନରାଇଜର ହାଇଦ୍ରାବାଦ ଓ ରୟାଲ ଚାଲେଞ୍ଜରସ ବ୍ୟାଙ୍ଗଲୋର ମଧ୍ୟ ଦୁବାଇରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେପ୍ଟେମ୍ବର ୨୨ ରେ ରାଜସ୍ଥାନ ରୟାଲସ ଓ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେବେ ।

LEAVE A REPLY

Please enter your comment!
Please enter your name here