Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ  ହରଭଜନ ସିଂହ ଆଇପିଏଲ୍ ଖେଳିବେ ନାହିଁ।ବ୍ୟକ୍ତିଗତ କାରଣରୁ ସେ ଚଳିତ ବର୍ଷ ଆଇପିଏଲ୍ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।ସୁରେଶ ରାଇନାଙ୍କ ପରେ ସେ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଦ୍ୱିତୀୟ ଖେଳାଳି ଯିଏ ଚଳିତ ବର୍ଷ ଆଇପିଏଲ୍‌ରୁ ଓହରିଯାଇଛନ୍ତି।

LEAVE A REPLY

Please enter your comment!
Please enter your name here