Spread the love

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀରେ ଜଣେ ଆଇଆରବି ଯବାନ ନିଖୋଜ ହୋଇଯାଇଥିବା ବେଳେ ଓଡ୍ରାଫ୍ଟ ଟିମ ପକ୍ଷରୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଶିକ୍ଷଣ ବେଳେ ମହାନଦୀରେ ବୁଡ଼ି ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାନଦୀ ବ୍ରିଜ ବାଙ୍କପାଳ ଘାଟି ନିକଟରେ ପ୍ରଶିକ୍ଷଣ ବେଳେ ଏଭଳି ଅଘଟଣ ଘଟିଛି । ନିଖୋଜ ର କିଛି ସମୟ ଭିତରେ ଓଡ୍ରାଫ୍ଟ ଟିମ ପକ୍ଷରୁ ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି ଜାରି ରହିଥିଲା । ପରେ ତାଙ୍କ ମୃତ ଦେହ ମିଳିଥିଲା।

LEAVE A REPLY

Please enter your comment!
Please enter your name here