Spread the love

ନୂଆଦିଲ୍ଲୀ : ୨୦୧୯ ବ୍ୟାଚ୍‌ର ଆଇ.ଆର୍‌.ଏସ୍‌. ଅଫିସର ପ୍ରଦିପ୍‌ ସିଂ ଆଜି ପ୍ରକାଶିତ ସର୍ବ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍‌.) ପରିକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହରିୟାନା ପାନିପଥର ଏକ କୃଷକ ପରିବାରରୁ ଆସିଥିବା ଶ୍ରୀ ସିଂ ବର୍ଷେ ପୂର୍ବରୁ ସିଭିଲ୍‌ ସର୍ଭିସ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ, ତେବେ ସେ ଆଇ.ଏ.ଏସ୍‌. ହୋଇ ନ ପରିବାରୁ ଆଇ.ଆର୍‌.ଏସ୍‌. ଅଧିକାରୀ ଭାବେ ପ୍ରୋବେସନରେ ଥିଲେ । ପୂନର୍ବାର ଆଇ.ଏ.ଏସ୍‌. ପରିକ୍ଷା ଦେଇ ଟପ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତ ।

LEAVE A REPLY

Please enter your comment!
Please enter your name here