Spread the love

ନୂଆଦିଲ୍ଲୀ
ଆଜି ସାରା ଦେଶରେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ସମୟରେ ଭାରତ-ଚୀନ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ଆଇଟିବିପି ଯବାନମାନେ ଲଦାଖରେ ସମୁଦ୍ରପତ୍ତନ ଠାରୁ ୧୬ ହଜାର ଫୁଟ ଉଚ୍ଚରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଆଇଟିବିପି ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here