Spread the love

ନୂଆଦିଲ୍ଲୀ: କେନ୍ଦ୍ରସରକାର ନେଲେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ଗୁରୁବାର କେନ୍ଦ୍ରସରକାର ୨୦୧୮-୧୯ ଆର୍ଥିକ ବର୍ଷ ଆୟକର ଦାଖଲର ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି।ତେବେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ତୃତୀୟଥର ପାଇଁ ଏହି ଆୟକର ଦାଖଲ ସମୟସୀମା ବୃଦ୍ଧି ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ଼ (ସିବିଡ଼ିଟି)ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here