Spread the love
ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ପର୍ଯ୍ୟୁସଣ ପର୍ବ ନିମନ୍ତେ ତିନୋଟି ଜୈନ ମନ୍ଦିର ଖୋଲିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଅଗଷ୍ଟ ୨୨ ଏବଂ ୨୩ରେ ଦାଦର, ବାଇକୁଲା ଏବଂ ଚେମ୍ବୁରରେ ଥିବା ଜୈନ ମନ୍ଦିର ଖୋଲିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।ଏହାସହ କୋଭିଡ ନିୟମ ପାଳନ କରି ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି | ଏନେଇ ଏସଓପି ଜାରି କରାଯିବ । ମନ୍ଦିର ପ୍ରଶାସନକୁ ଏଥି ପାଇଁ ଅଣ୍ଡରଟେକିଂ ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here