Spread the love

ଭୁବନେଶ୍ୱର: ପ୍ରକାଶ ପାଇଥିବା ଜେଇଇ ମେନ୍ ପରୀକ୍ଷାରେ ଓଡିଶାର ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର ହୋଇଛନ୍ତି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଶୁକ୍ରବାର ରାତିରେ ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ସୌରଭ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ତମ ସ୍ଥାନ ହାସଲ କରିଛନ୍ତି।ଏହା ସହ ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି।ସେପ୍ଚେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା ।

LEAVE A REPLY

Please enter your comment!
Please enter your name here