Spread the love

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କାପୁର । ଏ ନେଇ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କାପୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବ ସୂଚନା ଅନୁଯାୟୀ ୨୦୧୨ରେ କରିନା କାପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ ପ୍ରେମ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ତୈମୁର ନାମକ ଜଣେ ୩ ବର୍ଷର ପୁଅ ରହିଛି ।

LEAVE A REPLY

Please enter your comment!
Please enter your name here