Spread the love

ତିରୁଅନନ୍ତପୁରମ : ରବିବାର କେରଳ ଅର୍ଥମନ୍ତ୍ରୀ ଡା. ଥୋମାସ ଆଇଜାକ୍ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।ତାଙ୍କୁ ତିରୁଅନନ୍ତପୁରମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । କ୍ୟାବିନେଟର ସେ ହେଉଛନ୍ତି ପ୍ରଥମ ମନ୍ତ୍ରୀ ଯାହାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । ଏହାଛଡା କ୍ୟାବିନେଟର ଅନ୍ୟ ସମସ୍ତ କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

LEAVE A REPLY

Please enter your comment!
Please enter your name here