Spread the love

ନୂଆଦିଲ୍ଲୀ : ସମ୍ବିଧାନର ମୌଳିକ ନିୟମ ଗଠନର ଦ୍ରଷ୍ଟ୍ରା ସନ୍ଥ କେଶବନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ କେରଳର ଇଦାନୀର ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବୟସ ଜନିତ ଅସୁସ୍ଥତା କାରଣରୁ ତାଙ୍କ ମୃତ୍ୟୁ ଘଟିଛି। ରବିବାର ଦିନ ପ୍ରାୟ ୩.୩୦ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଯୋଗୁ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here