Spread the love

ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକର ଆସିକା ଥାନା ଅନ୍ତର୍ଗତ ଚଷାପିତଳ ଗ୍ରାମରେ ଜଣେ ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ କରିଥିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ଚଷାପିତଳ ଗ୍ରାମର ଚିତ୍ରସେନ ତରାଇ, ପଞ୍ଚୁ ଗୌଡ଼ ଏବଂ ରାମଚନ୍ଦ୍ରପୁର ଗ୍ରାମର ସାଧୁ ଅମିୟ କୁମାର ସ୍ୱାଇଁ।ତେବେ ଏହି ଘଟଣାରେ ଆଉ ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।ଗିରଫ ତିନିଜଣ ଅଭିଯୁକ୍ତଙ୍କ ପାଖରୁ ପୋଲିସ ଗୋଟିଏ ବାଇକ ଏବଂ ଦୁଇଟି ଖଣ୍ଡା ଜବତ କରିଛି।

LEAVE A REPLY

Please enter your comment!
Please enter your name here