Spread the love

ନୂଆଦିଲ୍ଲୀ, ବହୁ ଚର୍ଚ୍ଚିତ କୂଳଭୁଷଣ ଯାଦବ ମାମଲାରେ କୌଣସି ଭାରତୀୟ ଓକିଲଙ୍କୁ ନିଯୁକ୍ରି ଦେବା ଆଇନଗତ ସମ୍ଭବ ନୁହେଁ ବୋଲି ପାକିସ୍ଥାନ ପକ୍ଷରୁ କୁହାଯାଇଛି । ପାକିସ୍ଥାନର ସ୍ପୋକ ପର୍ସନଙ୍କ କହିବା ଅନୁଯାୟୀ, କୂଳଭୁଷଣ ଯାଦବ ମାମଲାରେ ଲାଇସେନ୍ସ ପ୍ରାପ୍ତ ଭାରତୀୟ ଓକିଲ ପାକିସ୍ଥାନ ଯାଇ ଏହି ମାମଲା ପ୍ରତିନିଧିତ୍ବ କରିବା ପାଇଁ ଦାବୀ କରିଥିଲେ । ଯାହା ଆଇନଗତ ସମ୍ଭବ ନୁହେଁ ଓ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଇସଲାମବାଦ ହାଇକୋର୍ଟରେ ଏହାର ଶୁଣାଣୀ ହେବ । ଅନ୍ୟପଟେ ଭାରତୀୟ ସୁପ୍ରିମକୋର୍ଟଙ୍କ ଅନୁସାରେ କୌଣସି ବିଦେଶୀ ଓକିଲ ଭାରତରେ ରହି କୌଣସି ମାମଲା ପରିଚାଳନା କରି ପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here