Spread the love

ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜି ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସେଭଳି ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ମଧ୍ୟ ବୀର ଯବାନ ମାନେ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି । ଯବାନ ମାନେ ଲଦାଖରେ ଥିବା ଆଇଟିବିପି ପାଙ୍ଗୋଙ୍ଗ ତ୍ସୋ ନଦୀ କୂଳରେ ୧୪ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇ ଥିବା ବେଳେ ଲଦାଖରେ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇ ଥିଲେ । କେବଳ ସେତିକି ନୁହେଁ ପତାକା ଉତ୍ତୋଳନ ସମୟରେ ଭାରତୀୟ ସ୍ଲୋଗାନ ଗାନ କରି ପରିବେଶକୁ ଉତ୍ସବମୂଖର କରିଥିଲେ ।

LEAVE A REPLY

Please enter your comment!
Please enter your name here