Spread the love

ନୂଆଦିଲ୍ଲୀ
ନେପାଳର ସିନ୍ଧୁପାଳଚୌକ ଜିଲ୍ଲାରେ ଗତକାଲ ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିଛି । ପ୍ରବଳ ବର୍ଷା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୮ ଘର ଧ୍ୱଂସ ହୋଇଯାଇଛି ଏବଂ ୧୨ ଜଣ ଲୋକ ନିଖୋଜ ଅଛନ୍ତି । ଏବେ ସର୍ଚ୍ଚ ଅପରେସନ ଏବଂ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here