Spread the love

ନୂଆଦିଲ୍ଲୀ
ଦୀର୍ଘ ଦିନ ପରେ ଖୁବଶୀଘ୍ର ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ଅନୁମତି ଦେଇ ସାରିଛନ୍ତି ।ଏବେ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୁପକ୍ଷଙ୍କ ସହ ବୈଠକରେ ଲ୍ୟୁଟନାଣ୍ଟ ଜେନେରାଲ ଅନୀଲ ବୈଜାଲ ମେଟ୍ରୋ ଟ୍ରେନା ସେବା ଆରମ୍ଭ କରିବା ନେଇ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here