Spread the love

ନୂଆଦିଲ୍ଲୀ: ବୁଧବାର ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ କରୋନା ଔଷଧ ବାହାର କରିଛି। ସେହି ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି ଔଷଧର ପ୍ରତି ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା ରହିଛି ।ପ୍ରତି ଟ୍ୟାବଲେଟ ହେଉଛି ୨୦୦ ଏମ୍‌ଜି। ଗୋଟିଏ ଷ୍ଟ୍ରିପରେ ୧୦ଟି ଟ୍ୟାବଲେଟ ରହିଛି।ପୂର୍ବରୁ ଅଗଷ୍ଟ ୪ରେ ସନ୍‌ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରୀ ଫାଭିପିରାଭିରକୁ ଫ୍ଲୁଗାର୍ଡ ନାଁରେ ବଜାରକୁ ଛାଡ଼ିଥିଲା। ଏହାର ପ୍ରତି ଟ୍ୟାବଲେଟର ମୂଲ୍ୟ ୩୫ ଟଙ୍କା ରହିଥିଲା।

LEAVE A REPLY

Please enter your comment!
Please enter your name here