Spread the love

ମୁମ୍ବାଇ : କରୋନା ଭ୍ୟାକସିନ୍କୁ ନେଇ ଏକ ମଜାଳିଆ ଅନ୍ଦାଜରେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ନିଜର ମନ୍ତବ୍ୟ ରଖିଛନ୍ତି । ନିକଟରେ ଅଭିନେତ୍ରୀ ମଲାଇକା ଅରୋରା କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାସହ ସେ ହୋମ ଆଇସୋଲେସନରେ ଥିବା କହିଥିଲେ । ଆଜି ସେ ନିଜ ଇନ୍ସଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି, କିଏ ଭ୍ୟାକସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ।ତେବେ ମଲାଇକା ଏହି ପୋଷ୍ଟ ମଜାକିଆ ଅନ୍ଦାଜରେ ପୋଷ୍ଟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here