Spread the love

ଭଞ୍ଜନଗର
ଏଠାକାର ସୋରଡା ଥାନା ଅମତୁଲ୍ଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ଏଠାରେ ବାପାର ଠେଙ୍ଗା ମାଡରେ ୩୮ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେଲା ଅତ୍ୟାଚାର ସହିନପାରି ବାପା ପୁଅକୁ ମାରି ଦେଇଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here