The Sunshine Coast Vulnerable Persons Unit has been set up to reduce the rate of domestic violence.
Spread the love

କେନ୍ଦୁଝର
ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । କେଉଁଠି ଦିନ ଦ୍ୱିପ୍ରହରେ ଲୁଟ ହେଲାଣି ତ ଆଉ କେଉଁ ନବମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରାଯାଉଛି । ଏବେ ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି କେନ୍ଦୁଝରର ବଡବିଲ ଥାନା ଟଣ୍ଟୋ ଗ୍ରାମରେ । ଏଠାରେ ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ନୃଶଂସ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here