Spread the love

ଭୁବନେଶ୍ବର , ରାଜ୍ୟ ସରକାରଙ୍କ ମିଡିଆ ପରାର୍ମଶ ଦାତା ତଥା ବିଜେଡି ପ୍ରତିନିଧି ମାନସ ମଙ୍ଗରାଜ ଙ୍କ କରୋନା ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ଲେଖିଛନ୍ତି , ମୋର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିବାରୁ କୋଭିଡ଼ ହସ୍ପିଟାଲରେ ଭର୍ତି ହୋଇଛି। ନିକଟ ଅତୀତରେ ମୋର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ନିଜର କୋଭିଡ଼ ଟେଷ୍ଟ କରାଇ ନେବାକୁ ଅନୁରୋଧ । ମୋର ଆରୋଗ୍ୟ କାମନା କରିଥିବା ସହୃଦୟ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି।

LEAVE A REPLY

Please enter your comment!
Please enter your name here