Spread the love

ନୂଆଦିଲ୍ଲୀ
ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରଥଣ ଦିନରେ ଉଚ୍ଚ ସଦନ ରାଜ୍ୟସଭାର ଅଧକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ଲାଗି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାସଂଦ ମନୋଜ ଝା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ବିରୋଧୀ ଦଳଙ୍କ ପକ୍ଷରୁ ନିର୍ବାଚନ ଲଢିବେ । ଏହା ପୂର୍ବରୁ ଏନଡିଏ ପ୍ରାର୍ଥୀ ତଥା ଜେଡୟୁ ସାଂସଦ ହରିବଂଶ ଏଥିଲାଗି ପ୍ରାର୍ତୀପତ୍ର ଦାଖଲ କରିସାରିଛନ୍ତି

LEAVE A REPLY

Please enter your comment!
Please enter your name here