Spread the love

ଭୁବନେଶ୍ୱର
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବଂ ସୁସ୍ଥ ଅଛି । ନିକଟରେ ଯେଉଁମାନେ ମୋ ସମ୍ପର୍କରେ ଆସିଥିଲେ ସେମାନେ ଆଇସୋଲେସନରେ ରହି ଟେଷ୍ଟ କରଇ ନିଆନ୍ତୁ ।

LEAVE A REPLY

Please enter your comment!
Please enter your name here