Spread the love

ଭୁବନେଶ୍ୱର: ରାଜ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । କରୋନା ନାନା ପ୍ରକାର ରୂପ ପରିବର୍ତ୍ତନ କରୁଥିବା ବୈଜ୍ଞାନିକ ମାନେ ମତ ଦେଉଛନ୍ତି । ତେବେ ନୂଆ କରି ମାଆ ହୋଇଥିବା ୫୭ଜଣ କରୋନା ସଂକ୍ରମିତଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁମାନେ ସଂପୂର୍ଣ୍ଣ କରୋନା ମୁକ୍ତ ଥିବାର ଖୁସି ଖବର ମିଳିଛି । ଏଭଳି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଟୁଇଟ୍‌ ଯୋଗେ ଜଣାଇଛନ୍ତି । ରାଜ୍ୟର ବିଭିନ୍ନ ହସପିଟାଲରେ ଜନ୍ମ ହୋଇଥିବା ଏହି ନବ ଜାତକମାନେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ବେଳେ ସେମାନଙ୍କ ମାଆମାନେ କିନ୍ତୁ କରୋନାରେ ପୀଡ଼ିତ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here