Spread the love

ସମ୍ବଲପୁର: ନୂଆଖାଇ ପର୍ବ ଦିନ ସମ୍ବଲପୁରରେ ସଟଡାଉନ ଲାଗୁ ହେଉଥିବାରୁ ସଟଡାଉନକୁ ଘୁଞ୍ଚାଇବାକୁ ବିଧାୟକ ଜୟନାରାୟଣ ମିଶ୍ର ଦାବି କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ୨୩ରେ ପଡ଼ୁଥିଲା ବେଳେ ଜିଲ୍ଲାରେ ୨୨ ଓ ୨୩ରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ତେଣୁ ନୂଆଖାଇ ପୂର୍ବରୁ କିମ୍ବା ପରେ ସଟଡାଉନ ଲାଗୁ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here