Spread the love

କଟକ: ଦୁର୍ଗାପୂଜା ନେଇ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସରକାର ଜାରି କରିଥିବା କଟକଣାକୁ କୋହଳ କରିବାକୁ ସେ ଅନୁରୋଧ କରିଛନ୍ତି ।ଛୋଟ ମୂର୍ତ୍ତି ଓ ପରଦା ଟାଣି ପୂଜା କରିବାକୁ ନାପସନ୍ଦ କରି ମୋକିମ ଟିଠି ଲେଖିଛନ୍ତି ।ସେ କହିଛନ୍ତି , କଟକ ସହରରେ ଦୁର୍ଗାପୂଜା ୫ଶହ ବର୍ଷର ପୁରୁଣା ସଂସ୍କୃତି ଓ ପରମ୍ପରା । ଏଭଳି ଏକ ପାର୍ବଣରେ କଟକଣା ଜାରି କରିବା ଠିକ ନୁହେଁ କୋଭିଡ କଟକଣା ସହ ପାରମ୍ପରିକ ରୀତିରେ ପୂଜା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here