Spread the love
ଭୁବନେଶ୍ୱର
ମହାମାରୀ କରୋନା ଭାଇରସ ଯୋଗୁଁ ମୋ ବସ ସେବା ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା । ତେବେ ଆଜି ଠାରୁ ଏହି ପୁଣି ଆରମ୍ଭ ହୋଇଛି ।ଭୁବନେଶ୍ୱର-କଟକ-ଖୋର୍ଧା-ପିପିଲର ୮ଟି ରୁଟରେ ନନ ଏସି ମୋ ବସ ସେବା ଆରମ୍ଭ ହୋଇଛି । ଏହି ସେବା ୧୧ ନଂ, ୧୬,୧୮,୨୦,୨୩,୨୫,୨୭ ଏବଂ ୩୩ ନଂରେ ଆରମ୍ଭ ହୋଇଛି । ଅନଲକ-୩ ପ୍ରକିୟା ଆରମ୍ଭ କରିବାକୁ ସରକାର ସଙ୍କେତ ଦେବା ପରେ କ୍ରୁଟ ବସ ସେବା ଆରମ୍ଭ ହେବାକୁ ନେଇ ସୂଚନା ଦେଇଥିଲା ।ସପ୍‌କାହରେ ୫ ଦିନ ସକାଳରୁ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ମୋ ବସ ଚଳାଚଳ କରିବ ।

 

LEAVE A REPLY

Please enter your comment!
Please enter your name here