Spread the love

ନୂଆଦିଲ୍ଲୀ
ସୋସିଆଲ ମିଡିଆରେ ଏଣ୍ଟଟରଟେନମେଣ୍ଟ ଉଦ୍ୟୋଗର ସମାଲୋଚନାକୁ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବିରୋଧ କରିଛନ୍ତି । ସେ ସଂସଦରେ ଏହାକୁ ନେଇ କହିଛନ୍ତି ଯେ ଯେଉଁ ଲୋକମାନେ ଚଳଚ୍ଚିତ୍ର ଜଗତରୁ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନେ ଏହାକୁ ନାଳ ସହ ତୁଳନା କରିଛନ୍ତି ମୁଁ ଏହାକୁ ସମ୍ପୂର୍ଣ ବିରୋଧ କରୁଛି । ମୁଁ ଆଶା କରୁଛି ଯେ ସରକାର ସେଭଳି ଲୋକଙ୍କୁ ଏହି ଭାଷା ବ୍ୟବହାର କରିବାକୁ ବାରଣ କରିବେ । କିଛି ଲୋକଙ୍କ ପାଇଁ ଆପଣ ସମସ୍ତ ଉଦ୍ୟୋଗକୁ ବଦନାମ କରିପାରିବେ ନାହିଁ । ମୁଁ ଲଜ୍ୟା ଅନୁଭବ କରୁଛି ଯେ ଆମେ ମଧ୍ୟରେ ଥିବା ଜଣେ ଲୋକସଭା ସାସଂଦ ଯିଏ ଚଳଚ୍ଚିତ୍ର ଜଗତରୁ ଆସନ୍ତି ସେ ଏହା ବିରୋଧରେ କହୁଛନ୍ତି । ଏହା ଲଜ୍ୟାଜନକ ।

LEAVE A REPLY

Please enter your comment!
Please enter your name here