Spread the love

ଭୁବନେଶ୍ୱର
ନବରଙ୍ଗପୁର ସାଂସଦ ରମେଶ ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ନିଜେ ସାଂସଦ ସୂଚନା ଦେଇଛନ୍ତି । ସେ ଏବେ ଘରେ ସଙ୍ଗରୋଧରେ ଥିବା କହିଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here