Spread the love

ନୂଆଦିଲ୍ଲୀ
ଆସନ୍ତା କାଲି ଠାରୁ ସଂସଦର ମୌସୁୀ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ କୃଷି କ୍ଷେତ୍ର ଲାଗି ସରକାର ତିଟୋଟି ବିଧେୟକ ଉପସ୍ଥାପନା କରିଥିଲେ । ତେବେ ଆଜି ଏହାକୁ ବିରୋଧ କରି ବାମଦଳର ସଦସ୍ୟ ମାନେ ସଂସଦ ବାହାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନେ ଏହି ବିଧେୟକକୁ ଚାଷୀ ବିରୋଧୀ ବୋଲି କହୁଛନ୍ତି ଏବଂ ଏହାର ପ୍ରତ୍ୟାହାର ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here