Mumbai Indians Hardik Pandya, center, celebrates with his teammates the dismissal of Chennai Super Kings Mahendra Singh Dhoni during the VIVO IPL T20 cricket match between Mumbai Indians and Chennai Super Kings in Mumbai, India, Wednesday, April 3, 2019. (AP Photo/Rafiq Maqbool)
Spread the love

ଦୁବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ୪୧ତମ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି ।ତେବେ ମୁମ୍ବାଇ ଇଣ୍ଡିଆନ୍‌ସ ୧୦ ୱିକେଟରେ ବିଜୟୀ ହୋଇଛି । ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୧୪ ରନ୍‌ କରିଥିଲା । ଜବାବରେ ୧୨.୨ ଓଭରରେ ମୁମ୍ବାଇ ଇଣ୍ଡିଆନ୍‌ସ ୧୧୬ ରନ କରି ବିନା କୌଣସି ୱିକେଟ ହରାଇ ବିଜୟୀ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here