Spread the love

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ସିବିଆଇ ମୁମ୍ବାଇ ପୋଲିସର ଦୁଇ ଅଫିସରଙ୍କୁ ଜେରା କରିବା ପାଇଁ ନିଷ୍ପତି ନେଇଛି । ପୂର୍ବରୁ ତଦନ୍ତ ଜାରିରଖିଥିବା ଗେଷ୍ଟହାଉସରେ ହିଁ ଏହି ଦୁଇ ପୋଲିସ ଙ୍କୁ ଜେରା କରାଯିବ । ତେବେ ଦୁଇ ପୋଲିସ ଅଫିସରଙ୍କ ମଧ୍ୟରୁ ଜଣେ କରୋନା ଯୋଗୁ ହସ୍ପିଟାଲରେ ଥିବା ବେଳେ ଆଉ ଜଣେ କ୍ୱାରେଣ୍ଟାଇନରେ ରହିଛନ୍ତି। ଉଭୟଙ୍କୁ ଏକାଠି ହାଜର ହେବାକୁ ସିବିଆଇ କହିଛି।

LEAVE A REPLY

Please enter your comment!
Please enter your name here