Spread the love

ନବରଙ୍ଗପୁର : କରୋନା ସ୍ଥିତି ଅସମ୍ଭାଳ ଯୋଗୁ ଆଜି ନବରଙ୍ଗପୁର ଜିଲ୍ଲାକୁ ତିନିଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ସୋମବାର ରାତି ୯ଟାରୁ ଗୁରୁବାର ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଅନ୍ୟପଟେ ସଟଡାଉନ ସମୟରେ ଲୋକମାନଙ୍କ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here