Spread the love

ନୂଆଦିଲ୍ଲୀ : କରୋନା କଟକଣା ଭିତରେ ଆଜି ନିଟ ପରୀକ୍ଷା ଶେଷ ହୋଇଛି । ତେବେ ନିଟ ପରୀକ୍ଷା ପାଇଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକୃତ କରିଥିବେ ବେଳେ ପ୍ରାୟ ୮୫ ରୁ ୯୦% ଛାତ୍ରଛାତ୍ରୀ ରବିବାର ପରୀକ୍ଷା ଦେଇଥିଲେ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ରାଜ୍ୟରେ ଗାଇଡଲାଇନ ଜାରି ହେବା ସହ କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here