Spread the love
ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପରିଚାଳିତ ଜେଇଇଓ  ଏନଇଇଟି ପରିକ୍ଷା ପାଇଁ କୋଭିଡ୍-୧୯ ଅଣ୍ଡରଟେକିଂ ଦେବାକୁ ପଡିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଆଡମିଟ୍ କାର୍ଡ ସହିତ କୋଭିଡ୍-୧୯ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ ଅଟେ ।ଅଣ୍ଡରଟେକିଂ ରେ ପରିକ୍ଷାର୍ଥୀଙ୍କ କରୋନା  ରିପୋର୍ଟ ନେଗେଟିଭ ଥିବା ସହ ସେମାନଙ୍କ ପାଖରେ କୌଣସି ଲକ୍ଷଣନଥିବା ସ୍ପଷ୍ଟ କରାଇବାକୁ ପଡିବ ।ଜେଇଇ ମେନ୍ ୧ରୁ ୬ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ବେଳେ, ​‌ଜେଇଇ ଆଡଭାନ୍ସ​‌ ୨୭ ସେପ୍ଟେମ୍ବର ଓ ୧୩ ସେପ୍ଟେମ୍ବରରେ ଏନଇଇଟି ୨୦୨୦ ପରୀକ୍ଷା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here