Spread the love

କଟକ : ଆସନ୍ତା କାଲି ସମଗ୍ର ଦେଶରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଦେଶରେ ମୋଟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଓଡ଼ିଶାରେ ମୋଟ ୩୭ ଜହାର ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ନିଟ୍‌ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆୟୋଜକ କମ୍ପାନୀ ପକ୍ଷରୁ କୁହାଯାଇଛି । କୋଭିଡ଼-୧୯ ରୋଗରେ ପୀଡ଼ିତ ପ୍ରାର୍ଥୀମାନେ ମଧ୍ୟ ପିପି କିଟ୍‌ ପିନ୍ଧି ସଙ୍ଗରୋଧ କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ନିୟମ କରାଯାଇଛି ।

LEAVE A REPLY

Please enter your comment!
Please enter your name here