Spread the love

ଭୁବନେଶ୍ୱର
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଆଦିତ୍ୟଙ୍କ ବାପା ତାଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜଣେ ଯୁବତୀ ବାହାଘର ପୂର୍ବରୁ ଆଦିତ୍ୟଙ୍କୁ ବ୍ଲାକମେଲିଂ କରୁଥିଲେ । ସେ ଏକତରଫା ଭଲ ପାଉଥିଲେ ଏବଂ ବାହା ହେବାକୁ ବ୍ଲାକମେଲିଂ କରୁଥିଲେ । କ୍ରାଇମବ୍ରାଞ୍ଚ ଏ ଦିଗରେ ତଦନ୍ତ କରୁନଥିବାରୁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ ।

LEAVE A REPLY

Please enter your comment!
Please enter your name here